Videos
|
National

ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଘରେ ଘରେ ଶ୍ରୀରାମ ଜ୍ୟୋତି । ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ବିଶେଷ ଅନୁରୋଧ କରିଛନ୍ତି । ଆସନ୍ତା ଜାନୁଆରୀ ୧୪ ତାରିଖ ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି । 

 

ଓଡ଼ିଶାବାସୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ଆହୁରି ସ୍ବଚ୍ଛ କରିବା ପାଇଁ ଏକାଠି ହେବାକୁ ସାମାଜିକ ଗଣ ମାଧ୍ୟମ ଏକ୍ସରେ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: