Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘରେ ମଶାଙ୍କ ଆତଙ୍କରେ ଅତିଷ୍ଠ ହେଲେଣି କି ? ଆପଣାନ୍ତୁ ଏହି ନିୟମ

Jitendra Dash
Browse all articles by Jitendra Dash
·2 years ago·1 min read
ଘରେ ମଶାଙ୍କ ଆତଙ୍କରେ ଅତିଷ୍ଠ ହେଲେଣି କି ? ଆପଣାନ୍ତୁ ଏହି ନିୟମ

ଅର୍ଗସ ବ୍ୟୁରୋ : ଘରେ ମଶାଙ୍କ ଆତଙ୍କରେ ଅତିଷ୍ଠ ହେଲେଣି କି ? ଘରେ ଆପଣାନ୍ତୁ ଏହି ନିୟମ । ଦେଖିବେ ଘରେ କି ବାହାରେ ଆଉ ହେବେନି ମଶା । ଗରମ ଆରମ୍ଭ ହେଲେ ଘରେ ଘରେ ବଢିଥାଏ ମଶାଙ୍କ ଉତପାତ । ନା ଶାନ୍ତିରେ ବସିବାକୁ ଦିଅନ୍ତି ନା ଶାନ୍ତିରେ ଶୋଇବାକୁ ଦିଅନ୍ତି । ଯାହାକୁ ନେଇ ଘରେ ଆରମ୍ଭ ହୋଇଯାଏ ମଶା ଟେନସନ୍ । 

ତେବେ ଅପଣଙ୍କୁ ଏମିତି ନିୟମ ବିଷୟରେ କହିବୁ, ଯାହା ଜାଣିଲା ପରେ ମଶା ଅପଣଙ୍କ ଘରେ କି ବାହାରେ ଦେଖିବାକୁ ପାଇବେନି । ତେବେ ଆପଣ ଘର ପୋଛିବା ସମୟରେ ଆପଣାନ୍ତୁ ଏହି ନିୟମ । ଦେଖିବେ କେମିତି ମଶା ଆପଣଙ୍କ ଘରର ପିଣ୍ଡାକୁ ଉଠିବାକୁ ସାହାସ କରିବେ ନାହିଁ । ଘର ପୋଛା ପାଣିରେ ଅଧ କପ ଭିନେଗାର ପକାଅନ୍ତୁ । ଏହି ଉପାୟ ଅବଲମ୍ବନ କରନ୍ତ ଦେଖିବେ ଆପଣଙ୍କ ଘରେ ଆଉ ମାଶା ଆସିବେ ନାହିଁ ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ଘର ପୋଛା କରୁଥିବା ସମୟରେ ପାଣିରେ ଅନ୍ସେଶିୟଲ ଅଏଲ ପକାଅନ୍ତୁ ଦେଖିବେ ମଶା ଅପଣଙ୍କ ଘରେ ସଶିବାକୁ ସାହାସ କରିବେ ନାହିଁ । ଖାଲି ଏତିକି ନୁହେଁ ଡାଲଚିନିକୁ ମଧ୍ୟ ପାଣିରେ ମିଶାଇ ଘର ପୋଛା ମାରନ୍ତୁ ଦେଖିବେ ମଶା ଆପଣଙ୍କ ଆଖପାଖରେ ବି ବୁଲିବେ ନାହିଁ  । ଏ ସବୁ ଜିନିଷରେ ଖାଲି ମଶା ନୁହେଁ ମାଛିକୁ ମଧ୍ୟ ଘରେ ଦେଖିବାକୁ ପାଇବେନି । ଥରେ ଏହି କାମ କରନ୍ତୁ ଦେଖିବେ ମଶା କହିବ ଆପଣଙ୍କୁ ବାଏ ବାଏ । 

Sponsored
to avoid mosquitoes add these 3 things in mopping water in summer prti | Argus News