Videos
|
National

ଆଜି ଠାରୁ ୟୁଏଇରେ ଆରମ୍ଭ ହେବ ଏହି ମେଗା ଟୁର୍ଣ୍ଣାମେଣ୍ଟ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ଠାରୁ ୟୁଏଇରେ ଆରମ୍ଭ ହେବ ଏହି ମେଗା ଟୁର୍ଣ୍ଣାମେଣ୍ଟ

ଅର୍ଗସ ବ୍ୟୁରୋ : ଆଇସିସି ମହିଳା ଟି-20 ବିଶ୍ୱକପ ୨୦୨୪ । ଆଜି ଠାରୁ ୟୁଏଇରେ ଆରମ୍ଭ ହେବ ଏହି ମେଗା ଟୁର୍ନାମେଣ୍ଟ । ଉଦଘାଟନୀ ମ୍ୟାଚରେ ବାଙ୍ଗଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଆସନ୍ତାକାଲି ନ୍ୟୁଜଲାଣ୍ଡ ବିପକ୍ଷରେ ବିଶ୍ୱକପରେ ନିଜ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା କ୍ରିକେଟ ଟିମ୍ । 

ଅଧିକ ପଢନ୍ତୁ : ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର

ରବିବାର ଅର୍ଥାତ ଅକ୍ଟୋବର 6 ତାରିଖରେ ପାକିସ୍ତାନ ବିପକ୍ଷ ମୁକାବିଲା ଖେଳିବ ଭାରତ । ଏହି ବିଶ୍ୱକପରେ ଭାରତ ଗ୍ରୁପ -ଏ ରେ ସ୍ଥାନ ପାଇଥିବା ବେଳେ ଏହି ଗ୍ରୁପରେ ନ୍ୟୁଜଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଦଳ ରହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is ICC Women T20 World Cup 2024 | Argus News