Argus News - ଆଜି 'ନୋ ନନଭେଜ ଡେ'
ଆଜି 'ନୋ ନନଭେଜ ଡେ'
By: Swayangprajna Mishra
National| Fri, Nov 24 | 8:53 pm
ଅର୍ଗସ ବ୍ୟୁରୋ : ଆଜି ଉତ୍ତର ପ୍ରଦେଶରେ ସାଧୁ ଟି.ଏଲ. ବାଶ୍ବାନୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ପାଳନ ହେଉଛି ନୋ ନନଭେଜ ଡେ । ଗତକାଲି ଉତ୍ତର ପ୍ରଦେଶ ସରକାର ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ ଆଜି ଉତ୍ତରପ୍ରଦେଶରେ ସମସ୍ତ ବଧଘର ଏବଂ ମାଂସ ଦୋକାନ ବନ୍ଦ ରହିବ । ଏହି ନିର୍ଦ୍ଦେଶକୁ ସାରା ରାଜ୍ୟରେ କଡାକଡି ପାଳନ କରାଯିବାକୁ ସରକାର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ହାଇଦ୍ରାବାଦ ସିନ୍ଧର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରି ଦେଶରେ ମହିଳାଙ୍କ ଶିକ୍ଷା ତଥା ମୁକ୍ତି ପାଇଁ ସ୍ୱର ଉତ୍ତୋଳନ କରିଥିଲେ ବାଶ୍ବାନୀ । ଜଣେ ଦକ୍ଷ ବକ୍ତା ତଥା ଲେଖକ ଭାବରେ ବାସୱାନି ମଧ୍ୟ ଶାକାହାରୀ ଜୀବନଶୈଳୀ ପାଇଁ ଓକିଲାତି କରିଥିଲେ ।
Sponsored By!
No ad found
Related Articles :