|
logo
Live
Argus News App
GET APP

Argus News - ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ , ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

National

ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ , ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ , ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଅର୍ଗସ ନ୍ୟୁଜ : ଆଜି ପବିତ୍ର ମହା ପଞ୍ଚକ ବ୍ରତର ତୃତୀୟ ଦିନ । ଆଜି ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି।ତେବେ ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ।

ଅଧିକ ପଢନ୍ତୁ : ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର

ଏହି ଚୂଳ ଦୁଇଟି ସୋଲ,କନା,ବେତ ,ଜରି,ଜମ୍ବୁରା,କଇଁଥ,ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ , ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ | Argus News