Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍କଟ ରୋଗରୁ ସଚେତନ କରିବାକୁ ଆଜି ବିଶ୍ବ ରୋଜ୍ ଡେ

Swayangprajna Mishra
Browse all articles by Swayangprajna Mishra
·1 year ago
କର୍କଟ ରୋଗରୁ ସଚେତନ କରିବାକୁ ଆଜି ବିଶ୍ବ ରୋଜ୍ ଡେ

ଅର୍ଗସ ବ୍ୟୁରୋ : ପ୍ରତିବର୍ଷ ଲୋକଙ୍କୁ ଗୁରୁତର ତଥା ମାରାତ୍ମକ ରୋଗ କର୍କଟ ବାବଦରେ ଅବଗତ କରାଇବା ପାଇଁ ୨୨ ସେପ୍ଟେମ୍ବରରେ ବିଶ୍ବ ରୋଜ୍ ଦିବସ ପାଳନ କରାଯାଉଛି ।  କର୍କଟ ରୋଗ ଭଳି ମାରାତ୍ମକ ରୋଗରେ କବଳିତ ହେଉଛି ସାରା ବିଶ୍ବ। ପ୍ରତିବର୍ଷ ଏହି ରୋଗ କାରଣରୁ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଏଥିପାଇଁ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି ।

ଅଧିକ ପଢନ୍ତୁ ଭାରତ ଖବର

ଏଥି ମଧ୍ୟରୁ ବିଶ୍ବ ରୋଜ୍ ଡେ ଅନ୍ୟତମ। ଏହି ଦିନକୁ ରୋଜ ଡେ କହିବାର କାରଣ, କାନାଡାରେ ରହୁଥିବା ୧୨ ବର୍ଷର ଝିଅ ମେଲିଣ୍ଡା ରୋଜ ୧୯୭୪ ମସିହାରେ ରକ୍ତ କର୍କଟ କାରଣରୁ ପ୍ରାଣ ହରାଇଥିଲେ। ମେଲିଣ୍ଡା ରୋଜଙ୍କ ସ୍ମୃତିରେ କର୍କଟ ବାବଦରେ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is World Rose Day to raise awareness of cancer | Argus News