Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ

National

ଆଜି ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ

Ritu Das
Browse all articles by Ritu Das
·2 years ago
ଆଜି ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ

ଅର୍ଗସ ବ୍ୟୁରୋ: ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ । ରବିବାର ଅପରାହ୍ନ ୨ ଟା ରୁ ୫ଟା  ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାରୁ ପରୀକ୍ଷା ଦେବେ 66 ହଜାର 342 ଛାତ୍ରଛାତ୍ରୀ। 

ରାଜ୍ୟରେ ମୋଟ୍ 150ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଦେଶର 557 ସହରରେ 24 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦେଶ ବାହାରେ 14ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Today Medical Entrance | Argus News