|
logo
Live
Argus News App
GET APP

Argus News - ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ..

National

ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ..

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ..

ଆଜିର ତାଜା ଖବର

୧- ୨୦୨୪ -୨୫ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଶନ ପୂର୍ବୋଦୟ ଉପରେ ସରକାରଙ୍କ ଫୋକସ୍ 
୨- ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ । ବିକଶିତ ଭାରତ ତିଆରି କରାଯିବା ଉପରେ ଦିଆଯିବ ଗୁରୁତ୍ବ ।
୩- ମୋରାଜୀ ଦେଶଆଇଙ୍କ ରେକର୍ଡ ଭାଙ୍ଗିଲେ ନିର୍ମଳା ସୀତାରମଣ । ସପ୍ତମ ଥର ପାଇଁ ବଜେଟ ଅଧିବେଶନ ଉସ୍ଥାପନା କରି ରେକର୍ଡ କଲେ ଅର୍ଥମନ୍ତ୍ରୀ ।
୪- ବଜେଟ ଫୋକସରେ ଗରିବ, ମହିଳା, କୃଷି ତଥା ଯୁବବର୍ଗ । ବିହାର, ଆନ୍ଧ୍ର ପାଇଁ ରହିଛି ବଡ ଘୋଷଣା ।
୫- ଜୁଲାଇ 25 ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟି । ଅର୍ଥମନ୍ତ୍ରୀ ଭାବେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୬- ବିଧାନସଭା ଆରମ୍ଭରୁ ଗୃହ ମଧ୍ୟରେ ବିଜେଡି ବିଜେପି ମୁହାମୁହିଁ । ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି ।
୭- ଭବାନୀ ଶଙ୍କର ଭୋଇ ବିଜେପିର ଉପବାଚସ୍ପତି ପ୍ରାର୍ଥୀ । ବିଧାନସଭା ସଚିବଙ୍କ ପାଖରେ କଲେ ନାମାଙ୍କନ ଦାଖଲ ।
୮- ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ପ୍ରବଳ ବର୍ଷା ନେଇ ଟ୍ବିନ ସିଟି ସମେତ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। 
୯- ରାଜ୍ୟ ରେ ବନ୍ୟା ର ଆଶଙ୍କା ନାହିଁ । ବର୍ତମାନ ସୁଦ୍ଧା ରାଜ୍ୟରେ ଥିବା ଡ୍ୟାମ ଗୁଡିକର ଜଳସ୍ତର ସ୍ଥିତି ଭଲ ନ ଥିବା ଅଧିକ ବର୍ଷା ରାଜ୍ୟ ପାଇଁ ଭଲ ବୋଲି କହିଛନ୍ତି ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
୧୦- ସ୍ବାମୀ ପାଲଟିଲା ରାକ୍ଷସ। ସାମାନ୍ୟ ବଚସାରୁ ସ୍ତ୍ରୀ କୁ  ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ.. | Argus News