Bus Accident / ଭୟଙ୍କର ଦୁର୍ଘଟଣା: ତ୍ରିଶୁଳୀ ନଦୀରେ ଖସିଲା କାଠମାଣ୍ଡୁ ଯାଉଥିବା ଯାତ୍ରୀବାହି ବସ୍
·4 months ago·2 min read

Key Points
ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ଯାତ୍ରୀବାହି ବସ୍ । ୧୭ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି ।
ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ଯାତ୍ରୀବାହି ବସ୍ । ୧୭ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ମହିଳା ଥିବା ସୂଚନା ରହିଛି । ଘଟଣା ପରେ ସେଠାରେ ରେସକ୍ୟୁ ଅପରେସନ ଜୋରଦାର କରାଯାଇଛି । ନେପାଳରୁ କାଠମାଣ୍ଡୁ ଯାଉଥିଲା ବସ୍ । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।
ସୂଚନା ଥାଉକି, ନେପାଳର ଧାଡିଙ୍ଗରେ ଏକ ଯାତ୍ରୀବାହି ବସ୍ ନଦୀରେ ଖସି ପଡ଼ିବା ଫଳରେ ଅଠର ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ନେପାଳର ଧାଡିଙ୍ଗ ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଯାତ୍ରୀବାହ ବସ୍ ନଦୀରେ ଖସି ପଡ଼ିଛି। ଏପର୍ଯ୍ୟନ୍ତ ଅଠର ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି, ଯେତେବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, ଯାତ୍ରିବାହୀ ବସଟି ଧାଡିଙ୍ଗରୁ ରାଜଧାନୀ କାଠମାଣ୍ଡୁକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ତେବେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ ଖସିପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯେହେତୁ ବିଳମ୍ୱିତ ରାତି ଥିଲା ସେନେଇ ଉଦ୍ଧାର କାର୍ଯ୍ୟେ ବିଳମ୍ୱ ହୋଇଥିଲା । ଏବେ ବି ସେଠାରେ ରେସ୍କ୍ୟୁ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରଶାସନ କହିଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଖରାପ ପାଗ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର କାରଣ ହୋଇପାରେ। ସେପଟେ ଘଟଣାକୁ ନେଇ ସରକାର ମୃତକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଆଶ୍ୱାସନା ଦେଇଛନ୍ତି।
ଏଥିସହ ପଢ଼ନ୍ତୁ: ପୋଲିସ ଗାଡ଼ିକୁ ଧକା ଦେଲା ଟ୍ରେଲର, ପାଞ୍ଚ ଜଣ ପୋଲିସ ମୃତ
#BREAKING : Nepal,Passenger Bus Accident in Benighat, Dhading: 17 Dead, 24 Injured
— mishikasingh (@mishika_singh) February 23, 2026
A passenger bus with registration GA 2 Kha 1421, traveling from #Pokhara to #Kathmandu, plunged into the #Trishuli River this morning. The accident occurred in the #Charaundi area of Dhading.… pic.twitter.com/L8SuIbnqYO
ସୂଚନା ଥାଉକି, ନେପାଳର ଧାଡିଙ୍ଗରେ ଏକ ଯାତ୍ରୀବାହି ବସ୍ ନଦୀରେ ଖସି ପଡ଼ିବା ଫଳରେ ଅଠର ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ନେପାଳର ଧାଡିଙ୍ଗ ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଯାତ୍ରୀବାହ ବସ୍ ନଦୀରେ ଖସି ପଡ଼ିଛି। ଏପର୍ଯ୍ୟନ୍ତ ଅଠର ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି, ଯେତେବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, ଯାତ୍ରିବାହୀ ବସଟି ଧାଡିଙ୍ଗରୁ ରାଜଧାନୀ କାଠମାଣ୍ଡୁକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ତେବେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ ଖସିପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯେହେତୁ ବିଳମ୍ୱିତ ରାତି ଥିଲା ସେନେଇ ଉଦ୍ଧାର କାର୍ଯ୍ୟେ ବିଳମ୍ୱ ହୋଇଥିଲା । ଏବେ ବି ସେଠାରେ ରେସ୍କ୍ୟୁ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରଶାସନ କହିଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଖରାପ ପାଗ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର କାରଣ ହୋଇପାରେ। ସେପଟେ ଘଟଣାକୁ ନେଇ ସରକାର ମୃତକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଆଶ୍ୱାସନା ଦେଇଛନ୍ତି।
ଏଥିସହ ପଢ଼ନ୍ତୁ: ପୋଲିସ ଗାଡ଼ିକୁ ଧକା ଦେଲା ଟ୍ରେଲର, ପାଞ୍ଚ ଜଣ ପୋଲିସ ମୃତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories