Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାଣ୍ଡବ ରଚିଲା ଧୂଳି ଝଡ଼ : ୨ ମୃତ, ୨୩ ଆହତ

National

ତାଣ୍ଡବ ରଚିଲା ଧୂଳି ଝଡ଼ : ୨ ମୃତ, ୨୩ ଆହତ

Jitendra Dash
Browse all articles by Jitendra Dash
·2 years ago
ତାଣ୍ଡବ ରଚିଲା ଧୂଳି ଝଡ଼ : ୨ ମୃତ, ୨୩ ଆହତ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବଦଳିଲା ପାଗ । ତାଣ୍ଡବ ରଚିଲା ବର୍ଷା ଓ ପବନ । ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ସୂଚନା ଅନୁସାରେ, ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍‌ ଝଡ଼ ଆରମ୍ଭ ହୋଇଗଲା । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ୬୦ରୁ ୭୦ କିମି ବେଗରେ ପବନ ବହିଥିଲା । ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two dead, 23 injured in Delhi as dust storm uproots trees, damages buildings | Argus News