Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କୋଠା , ୧ ମୃତ

National

ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କୋଠା , ୧ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago
ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କୋଠା , ୧ ମୃତ

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରେ ଦ୍ବାରିକା ସେକ୍ଟର ଅଞ୍ଚଳରେ ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କୋଠା ।  ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

ଅଧିକ ପଢନ୍ତୁ : ପୁଣି ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ

ମୃତକ ଜଣକ ୩୦ ବର୍ଷୀୟ ମହିଳା ହୋଇଥିବା ସୂଚନା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Under-construction hospital building collapses in new delhi , 1 dead | Argus News