Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Swayangprajna Mishra
Browse all articles by Swayangprajna Mishra
·2 years ago
ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ୍ବିତୀୟ ଥର ପାଇଁ ଲୋକସଭା ସାଂସଦ ଭାବେ କଲେ ଶପଥ ପାଠ। ଏଥର ସମ୍ବଲପୁର ଆସନରୁ ସଂସଦର ନିମ୍ନ ସଦନକୁ ହୋଇଛନ୍ତି ନିର୍ବାଚିତ । ସମ୍ବଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହେବା ସହ ଏଥର ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଜି ଆରମ୍ଭ ହେଲା ଅଷ୍ଟାଦଶ  ଲୋକସଭାର ପ୍ରଥମ ଅଧିବେଶନ । 

ଅଧିକ ପଢନ୍ତୁ : ସଂସଦରେ ଶପଥ ପାଠ କଲେ ପ୍ରଧାନମନ୍ତ୍ରୀ

ସାଂସଦରେ ଶପଥ ପାଠ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୁହରି ମହତାବ । ପ୍ରଧାନମନ୍ତ୍ରୀଙ୍କ ପରେ ଶପଥ ପଠା କଲେ ଅନ୍ୟ ନିର୍ବାଚିତ ସାଂସଦ । ଦୁଇଦିନ ଧରି ଚାଲିବ ସାଂସଦଙ୍କ ଶପଥ ପାଠ କାର୍ଯ୍ୟକ୍ରମ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan took oath | Argus News