Fake IAS Groom / ମାଟ୍ରିମୋନିର IAS ବର ବାହାରିଲା ନକଲି; ମିଛ ଫଟୋ ଦେଖାଇ ଠକିଥିଲା, କରିଥାନ୍ତା ତୃତୀୟ ବିବାହ
·5 months ago·3 min read

Key Points
ଉତ୍ତରପ୍ରଦେଶ ଗୋରଖପୁରରେ ଆଇଏଏସ ବରର ପର୍ଦ୍ଦାଫାଶ
ମିଛ ଫଟୋ ଦେଖାଇ ଝିଅ ଘରକୁ ଭୁଆଁ ବୁଲାଇଥିଲା
ସ୍ତ୍ରୀକୁ ଗୋଆରେ ବିକିବାକୁ କରିଥିଲା ଯୋଜନା
ମିଛ ଫଟୋ ଦେଖାଇ ଝିଅ ଘରକୁ ଭୁଆଁ ବୁଲାଇଥିଲା
ସ୍ତ୍ରୀକୁ ଗୋଆରେ ବିକିବାକୁ କରିଥିଲା ଯୋଜନା
ମାଟ୍ରୋମୋନିରେ ନିଜକୁ ଆଇଏଏସ ଅଫିସର ବୋଲି ଦର୍ଶାଇଥିଲା । ଇଣ୍ଟରଭ୍ୟୁ, ଅଫିସ ଓ କିଛି ନେତାଙ୍କ ସହିତ ମିଛ ଫଟୋ ମଧ୍ୟ ପୋଷ୍ଟ କରିଥିଲା । ଆଉ ବିବାହ କରିବାଠୁ ଆରମ୍ଭ କରି ଝିଅ ଘରୁ ଲକ୍ଷ ଲକ୍ଷ ଟଙ୍କା ଠକିବାରେ ସଫଳ ମଧ୍ୟ ହୋଇଥିଲା । ବିବାହ ପରେ ସ୍ତ୍ରୀକୁ ଗୋଆରେ ବିକ୍ରି କରି ତୃତୀୟ ବିବାହ କରିବାକୁ ଯୋଜନା କରିଥିଲା । କିନ୍ତୁ ଶେଷରେ ନକଲି ବରର ପର୍ଦ୍ଦାଫାଶ ହୋଇଛି । ଗିରଫ କରିଛି ଉତ୍ତରପ୍ରଦେଶ ଗୋରଖପୁର ପୋଲିସ ।
- ନିର୍ବନ୍ଧ ନକରି ଆଦାୟ କରିଥିଲା ୧୫ ଲକ୍ଷ
- ପୂର୍ବରୁ କରିଛି ୨ଥର ବିବାହ
- କଣ ପୁରା ଘଟଣା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କ୍ୟାବିନ କ୍ରୁଙ୍କ ପାଇଁ ଆସିଲା କଡ଼ା ନିୟମ; ଟିକେ ଓଜନ ଏପଟ ସେପଟ ହେଲେ କଟିବ ଦରମା
କନିଆଁ ପକ୍ଷ କହିଛନ୍ତି ଯେ ଯେତେବେଳେ ସେମାନେ ପ୍ରୀତମକୁ ଯୋଗାଯୋଗ କରିଥିଲେ, ସେ ନିଜକୁ ଜଣେ IAS ଅଧିକାରୀ ଭାବରେ ପରିଚୟ ଦେଇଥିଲା ଏବଂ ମାଣିକପୁରରେ ପୋଷ୍ଟିଂ ହୋଇଥିବା କହିଥିଲା । ବରପକ୍ଷଙ୍କ ଭରସା ଜିତିବା ପାଇଁ ସେ କାର୍ଯ୍ୟାଳୟରେ ଏବଂ କିଛି ରାଜନେତାଙ୍କ ସହ ନିଜର ଫଟୋ ଏବଂ ଭିଡିଓ ପଠାଇଥିଲା । ଖାଲି ସେତିକି ନୁହେଁ ନ୍ୟୁଜ୍ ଚ୍ୟାନେଲରେ ଦେଇଥିବା କଥିତ ସାକ୍ଷାତକାର ମଧ୍ୟ ପଠାଇଥିଲା ।

- ନିର୍ବନ୍ଧ ପୂର୍ବରୁ ହଡ଼ପ କରିଥିଲା ଲକ୍ଷ ଲକ୍ଷ ଟଙ୍କା
- କେମିତି ଜଣାପଡ଼ିଲା ସତ ?
Related Topics
Explore more stories