Vadodara Horror Accident / ବସ୍ କବାଟରେ ଫସିଗଲା କୁନିପୁଅର ବେକ...ମନ୍ଦିର ପ୍ରସାଦ ଖାଇବାକୁ ବାହାରିଥିଲା
·1 hour ago·2 min read

Key Points
ବସ୍ର କବାଟରେ କୁନି ପୁଅର ବେକ
ଅକାଳରେ ଚାଲିଗଲା ନିରୀହ ପିଲାର ଜୀବନ
ମନ୍ଦିର ପ୍ରସାଦ ଖାଇବାକୁ ବାହାରିଥିଲା
ଅକାଳରେ ଚାଲିଗଲା ନିରୀହ ପିଲାର ଜୀବନ
ମନ୍ଦିର ପ୍ରସାଦ ଖାଇବାକୁ ବାହାରିଥିଲା
ଗାନ୍ଧୀନଗର: ସତରେ କେଉଁଠି କେତେବେଳେ ମୃତ୍ୟୁ ଆପଣଙ୍କୁ ଛକି ବସିଥିବ ତାହା କହିବା ମୁସ୍କିଲ । ଦୁନିଆକୁ ବୁଝିବା ଆଗରୁ ଚାଲିଗଲା କୋମଳମତୀ କୁନିପୁଅର ଜୀବନ । ବସ୍ର ଅଟୋମେଟିକ୍ କବାଟରେ ୭ ବର୍ଷୀୟ ଏହି କୁନିପୁଅର ବେକ ଅଟକି ଯାଇଥିଲା । ଆଉ ଶେଷରେ କୁନିପୁଅର ଜୀବନ ଚାଲିଯାଇଛି । ଏଭଳି ଘଟଣା ଗୁଜରାଟ ଭଦୋଦରାର ସୂର୍ଯ୍ୟନଗର-ତର୍ସାଲୀ ବାଇପାସ୍ରୁ ଆସିଛି । କୁନିପୁଅ ଦିବ୍ୟାଂଶର ଏହି ଅକସ୍ମାତ ମୃତ୍ୟୁ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଛି ।
ଦିବ୍ୟାଂଶ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିଲା । ସ୍କୁଲରୁ ଫେରିବା ପରେ ପ୍ରସାଦ କିଣିବା ପାଇଁ ବାହାରୁଥିଲା । କିନ୍ତୁ ବସ୍ କବାଟ ନିକଟରେ ଛକି ବସିଥିଲ ଯମ । ଏକ ବିଳାସପୂର୍ଣ୍ଣ ବସ୍ର ସ୍ଵୟଂଚାଳିତ କବାଟରେ ତାର ବେକ ଫସିଯାଇଥିଲା । ଏହାପରେ ଦିବ୍ୟାଂଶଙ୍କୁ ଗମ୍ଭୀର ଅବସ୍ଥାରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ପଢନ୍ତୁ ଏହି ଖବର: ଉଡ଼ାଣ ଭରିବା ସମୟରେ ବିମାନକୁ ଧକ୍କା ଦେଲା ପକ୍ଷୀ, ୧୮୮ ଜଣଙ୍କୁ ନେଇ ଫେରିଲା ବିମାନ

- କଣ ଥିଲା ପୂରା ଘଟଣା ?
ପଢନ୍ତୁ ଏହି ଖବର: ଉଡ଼ାଣ ଭରିବା ସମୟରେ ବିମାନକୁ ଧକ୍କା ଦେଲା ପକ୍ଷୀ, ୧୮୮ ଜଣଙ୍କୁ ନେଇ ଫେରିଲା ବିମାନ
- ୧୫ ମିନିଟ୍ର ସିସିଟିଭି ଫୁଟେଜ ଗାଏବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories