|
logo
Live

Argus News - ପୁରୀରେ ଜଗଦୀପ ଧନଖଡଙ୍କ ସପରିବାର

National

ପୁରୀରେ ଜଗଦୀପ ଧନଖଡଙ୍କ ସପରିବାର

Swayangprajna Mishra
Browse all articles by Swayangprajna Mishra
·2 years ago
ପୁରୀରେ ଜଗଦୀପ ଧନଖଡଙ୍କ ସପରିବାର

ପୁରୀ :  ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସପରିବାର । ଉପରାଷ୍ଟ୍ରପତିଙ୍କ ପତ୍ନୀ ଓ ପରିବାରବର୍ଗ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁରୀରେ ଜଗଦୀପ ଧନଖଡଙ୍କ ସପରିବାର | Argus News