Biryani Fight / ବିରିୟାନିରୁ ଆରମ୍ଭ, ଖଜୁରୀ ପାଇଁ ହଙ୍ଗାମା! ବାହାଘର ହେଲା ରଣକ୍ଷେତ୍ର, ଅତିଥିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
·5 months ago·2 min read

Key Points
ବିରିୟାନୀରେ ଲେଗ ପିସ ନଥିବାକୁ ନେଇ ବିବାହ ଅବସରରେ ବରଯାତ୍ରୀ ଓ ଗାଁଲୋକଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ
ଲାଠି ଓ ଲୁହା ରଡ୍ରେ ଆକ୍ରମଣ, ଅନେକ ଲୋକ ଗୁରୁତର ଆହତ

ଉତ୍ତରପ୍ରଦେଶର ଏକ ଛୋଟ ଗାଁର ନାଁ ହେଉଛି ଫେଜଗଞ୍ଜ। ଏହି ଗାଁରେ ମାର୍ଚ୍ଚ ୩୧ ଦିନ ପୁରା ଖୁସିର ମାହୋଲ ଥିଲା। ଅତିଥିଙ୍କ ଗହଳ ଚହଳରେ ବିବାହର ପ୍ରସ୍ତୁତି ଜୋରସୋରରେ ଲାଗି ରହିଥିଲା। ବରଯାତ୍ରୀ ବି ଧୁମଧାମରେ କନ୍ୟାଘରକୁ ଆସିଥିଲା। କିନ୍ତୁ କାହାକୁ ଜଣା ନ ଥିଲା କି କିଛି ମିନିଟରେ ଏମିତି ଘଟଣା ଘଟିବ ବୋଲି।
ବାହାଘରରେ ବରଯାତ୍ରୀମାନଙ୍କୁ ଭୋଜିରେ ବିରିୟାନୀ ଦିଆଯାଇଥିଲା। କିନ୍ତୁ ବିରିୟାନୀରେ ଲେଗ ପିସ ନ ଥିବାରୁ ଲୋକମାନେ ରାଗିଥିଲେ। କିନ୍ତୁ ଖୁଖିଲା ଖଜୁରୀ ନ ଥିବାରୁ ଗଣ୍ଡଗୋଳ ପୁରାପୁରି ଅଣାୟାତ୍ତ ହୋଇଥିଲା। ମାଡ଼ଗୋଳ ଶେଷରେ ଏମିତି ହେଲା ଯେ, ଯିଏ ଯାହାକୁ ଦେଖିଲା ଗୋଡ଼ାଇ ଗୋଡ଼ାଇ ପିଟିଲା। କାହାର ମୁଣ୍ଡ ଫାଟିଥିଲା ତ ଆଉ କାହାର ହାତ ଭାଙ୍ଗିଥିଲା। ବାହାଘରରୁ ମାମଲା ସାଙ୍ଗେ ସାଙ୍ଗେ ଥାନାରେ ପହଞ୍ଚିଥିଲା। ଏହି ସମୟରେ ବିବାହ ଉପହାରକୁ ନେଇ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଅଭିଯୋଗ ହୋଇଛି ଯେ, ଗାଁର କିଛି ଶକ୍ତିଶାଳୀ ଯୁବକ ହଠାତ କ୍ରୋଧିତ ହୋଇ ବିବାହ ଅତିଥିମାନଙ୍କ ଉପରେ ଆକ୍ରମଣ କରିଥିଲେ। କେତେକ ବ୍ୟକ୍ତି ଲୁହା ରଡ ଏବଂ ଲାଠି ବାହାର କରିଥିଲେ। ବାହାଘର ସେରିମନୀ ସାଙ୍ଗେ ସାଙ୍ଗେ ରଣକ୍ଷେତ୍ର ପାଲଟିଯାଇଥିଲା। ସବୁଠି ଚିତ୍କାର ଏବଂ କାନ୍ଦଣାର ଶବ୍ଦ ଶୁଭୁଥିଲା। ଚାରଆଡ ରକ୍ତାକ୍ତ ପାଲଟିଗଲା।
ଏହାସହ ପଢ଼ନ୍ତୁ : ବିବାହର ପ୍ରଥମ ରାତିରେ ହାଇଡ୍ରାମା! ସ୍ବାମୀ ଛୁଇଁବାରୁ ରାଗିଯାଇ ମୁଣ୍ଡ ଫଟାଇଦେଲା ସ୍ତ୍ରୀ
ନୁରପୁର ଟୁକାଲାବାଦ ଗାଁର ବାସିନ୍ଦା ମହମ୍ମଦ ଶାରୁଖ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ 5:30 ଟାରେ ଗାଳିଗୁଲଜ ଆରମ୍ଭ ହୋଇଥିଲା। ଏହା ପରେ ଗାଁ ଲୋକମାନେ ତାଙ୍କ ପରିବାରକୁ ବାଡ଼ି ଏବଂ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବରେ ପିଟିଥିଲେ। ଆକ୍ରମଣରେ ପୀଡିତ, ତାଙ୍କ ବାପା, କାକା ଏବଂ ସାନ ଭାଇଙ୍କ ମୁଣ୍ଡ ଏବଂ ଶରୀରରେ ଗୁରୁତର ଆଘାତ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୀଡିତମାନେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ଅଭିଯୋଗ କଲେ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ଯାହାଦ୍ୱାରା ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ପରେ ପୀଡିତା ଡିଦୌଲି ଥାନାରେ ଏକ ଆବେଦନ ଦାଖଲ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତଥାପି, ପୀଡିତମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଗୁରୁତର ଆଘାତ ଲାଗିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
Related Topics
Explore more stories