August 11 Independence Day / ଦେଶର ଏହି ୨ ମନ୍ଦିରରେ କାହିଁକି ଅଗଷ୍ଟ ୧୧ରେ ପାଳନ ହୁଏ ସ୍ଵାଧୀନତା ଦିବସ ? ଜାଣନ୍ତି କି
·2 weeks ago·2 min read

Key Points
କାଲି ଦେଶ ପାଳିବ ସ୍ଵାଧୀନତା ଦିବସ । ତେବେ ଦେଶର କାହିଁକି ଏହି ଦୁଇ ମନ୍ଦିରରେ ଅଗଷ୍ଟ ୧୧ ତାରିଖରେ ପାଳନ କରାଯାଏ ସ୍ଵାଧୀନତା ଦିବସ ? ଜାଣନ୍ତୁ
ଦେଶ ସାରା ଅଗଷ୍ଟ ୧୫ ତାରିଖରେ ପାଳନ କରାଯାଏ ସ୍ଵାଧୀନତା ଦିବସ । ମାତ୍ର ମଧ୍ୟପ୍ରଦେଶରେ ଏପରି ଦୁଇଟି ମନ୍ଦିର ଅଛି ଯେଉଁଠି ୪ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୧ ତାରିଖରେ ସ୍ଵାଧୀନତାର ଉତ୍ସବ ପାଳନ ହୁଏ । ରାଜ୍ୟର ମନ୍ଦସୌରର ପଶୁପତିନାଥ ଓ ଉଜ୍ଜୈନର ବଡ଼ ଗଣେଶ ମନ୍ଦିରରେ ଏହି ପ୍ରଥା ରହିଛି । ଅଗଷ୍ଟ ୧୧ ତାରିଖରେ ଉଭୟ ମନ୍ଦିରରେ ସ୍ଵତନ୍ତ୍ର ପୂଜାପାଠ କରାଯିବା ସହ ତ୍ରିରଙ୍ଗା ଯାତ୍ରା ଓ ଧ୍ଵଜାରୋହଣ କରାଯାଏ ।
ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ସାରା ଭାରତବର୍ଷ ଅଗଷ୍ଟ ୧୫ ତାରିଖକୁ ସ୍ଵାଧୀନତା ଦିବସ ମାନୁଛି, ଦେଶ ଭିତରେ ଥାଇ ମଧ୍ୟ ଏହି ଦୁଇଟି ମନ୍ଦିରରେ ଏପରି ଭିନ୍ନ ପ୍ରଥା କାହିଁକି ପ୍ରଚଳିତ ହୋଇଆସୁଛି । ଏହି ପ୍ରଥାର ପ୍ରକୃତ କାରଣ ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା ଓ ହିନ୍ଦୁ ପଞ୍ଚାଗ ତାରିଖ । ଏକ ଏଜେନ୍ସିର ରିପୋର୍ଟ ମୁତାବକ, ମନ୍ଦସୌର ପଶୁପତିନାଥ ମନ୍ଦିର ଓ ଉଜ୍ଜୈନ ବଡ଼ ଗଣେଶ ମନ୍ଦିରରେ ସ୍ଵାଧୀନତା ଦିବସ ପାଳନ କରିବାର ତାରିଖ ଇଂଲିଶ କ୍ୟାଲେଣ୍ଡର ଅପେକ୍ଷା ହିନ୍ଦୁ ପଞ୍ଚାଗ ଆଧାରରେ ନିର୍ଦ୍ଧାରଣ କରାଯାଏ ।

- କଣ ଏହା ପଛର କାରଣ ?
- ପଶୁପତିନାଥରେ ହେଲା ସ୍ଵତନ୍ତ୍ର ଅଭିଷେକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସ୍ୱାଧୀନତା ଦିବସ ପୂର୍ବରୁ ୧୦୫୭ ଜଣ କର୍ମଚାରୀଙ୍କୁ ବୀରତ୍ୱ ଏବଂ ସେବା ପଦକ ପ୍ରଦାନ
- ଦେଶଭକ୍ତିରେ ବୁଡ଼ିଲା ଉଜ୍ଜୈନ ଗଣେଶ ମନ୍ଦିର
Related Topics
Explore more stories