Videos
|
Odisha

ଅଭୟାରଣ୍ୟରେ ନିଆଁ, ଜୀବଜନ୍ତୁଙ୍କ ସହ ପୋଡି ହୋଇଗଲା ମୂଲ୍ୟବାନ ଗଛ

Swayangprajna Mishra
Browse all articles by Swayangprajna Mishra
·2 years ago
ଅଭୟାରଣ୍ୟରେ ନିଆଁ, ଜୀବଜନ୍ତୁଙ୍କ ସହ ପୋଡି ହୋଇଗଲା ମୂଲ୍ୟବାନ ଗଛ

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଚଳିତ ବର୍ଷ ପାଇଁ ଲାଗିଲା ପ୍ରଥମ ନିଆଁ। ଅଭୟାରଣ୍ୟର ଛତାହୁଡ଼ି ନିକଟରେ ହୁ ହୁ ହୋଇ ଜଳୁଛି ଗଛ ପତ୍ର। ଜଳି ପୋଡି  ପାଉଁଶ ହୋଇଯାଉଛି ଛଟବଡ଼ ମୂଲ୍ୟବାନ ଗଛ। ଗ୍ରାମବାସୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ।

ଅଧିକ ପଢନ୍ତୁ : ତିନି ଭାଇଙ୍କ ଘରେ ନିଆଁ ଲାଗି ସହିତ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ଛାରଖାର

ଘଟଣା ସ୍ଥଳରେ ବନ ବିଭାଗ ପହଂଚି ନଥିବା ବେଳେ ଅଞ୍ଚଳବାସି ନିଆଁ କୁ ଆୟତ ପାଇଁ ଉଦ୍ୟମ କରୁଛନ୍ତି।   ଜଙ୍ଗଲର ଲାଗିଥିବା ନିଆଁରେ ବହୁ ଗଛ ସହ ଜୀବଜନ୍ତୁ ପୋଡି ଯାଉଥୁବା ବେଳେ ବନ ବିଭାଗର ସଚେତନ ଅଭାବ ଯୋଗୁ ନିଆଁ ଲାଗିଥିବା ଅଭିଯୋଗ କରୁଛନ୍ତି ଲୋକେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fire at forest , precious trees burned with animals | Argus News