Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍

Odisha

ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍

Rashmita Mishra
Browse all articles by Rashmita Mishra
·2 years ago
ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ପଳିକିରି ରାସ୍ତାରେ ଏକ ବେଆଇନ ଗୋରୁ ବୁଝେଇ ପିକଅପ୍ ଓଲଟି ପଡ଼ି ଥିବା ବେଳେ ।ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ।ସୂଚନା ଅନୁଯାୟୀ  ପିକଅପ ଗାଡି ଭିତରେ ୫ରୁ ଅଧିକ ଗୋରୁ ଥିଵା ଜଣାପଡିଛି ।  ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଗାଡି ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । 

ତେବେ ଧାମନଗର ଅଞ୍ଚଳର ଦିନକୁ ଦିନ ବେଆଇନ ଗୋରୁ ଚୋରା ଚାଲାଣ ବଢ଼ିବରେ ଲାଗିଥିବା ବେଳେ ଦିନକୁ ଦିନ ଏହି ଭଳି ଦୁର୍ଘଟଣା ଘଟୁଛି । ଯାହାକୁ ଧାମନଗର ବାସିନ୍ଦା ଏଥିପାଇଁ ଧାମନଗର ପ୍ରଶାସନ କୁ ପ୍ରତିଵାଦ କରରିଛନ୍ତି ।ବେଆଇନ ଗୋରୁ ଚୋରା ଚାଲାଣ କୁ ନେଇ ଲିଖିତ ଅଭିଯୋଗ ସହ ବିଭିନ୍ନ ସମୟରେ ମଧ୍ୟ ଦାବି କରିଆସିଛନ୍ତି। ସେପଟେ ଗାଡ଼ି ଟି ଧାମନଗର ଅଞ୍ଚଳର ବୋଲି ସୂଚନା ଅନୁଯାୟୀ ଜଣାପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pickup-carrying-cattle-seized-from-national-highway | Argus News