Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ରୀଡା ବିଭାଗର ସମୀକ୍ଷା କଲେ ସୁରଜ

Smruti Parija
Browse all articles by Smruti Parija
·2 years ago·1 min read
କ୍ରୀଡା ବିଭାଗର ସମୀକ୍ଷା କଲେ ସୁରଜ

ଅର୍ଗସ ବ୍ୟୁରୋ:  ଆକ୍ସନ ମୋଡ଼ରେ  କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ଦାୟିତ୍ବ ନେବା ଦିନଠୁ ଆକ୍ସନ ମୋଡରେ ପିପୁଲ୍ସ ଗର୍ଭେଣ୍ଟ । ଘନ ଘନ ବୈଠକ ନେଉଛନ୍ତି  ମୋହନ ସରକାରଙ୍କ ମନ୍ତ୍ରୀ । ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ କରି କଳିଙ୍ଗ ଷ୍ଟାଡିୟମରେ ପହଁଚିଲେ ସୁରଜ । 

ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ପହଁଚିଲେ ସୁରଜ । କ୍ରୀଡା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ କରୁଛନ୍ତି ଆଲୋଚନା ।

କ୍ରୀଡା ବିଭାଗର ସମୀକ୍ଷା କରୁଛନ୍ତି ସୂରଜ । କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପାଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କ'ଣ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Suraj-surjyabansi- is reviewed the sports department | Argus News