Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ , ଜଣେ ଗିରଫ

Swayangprajna Mishra
Browse all articles by Swayangprajna Mishra
·1 year ago
ଦୁଇ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ , ଜଣେ ଗିରଫ

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରୁ ଦୁଇ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛ । ବିପୁଳ ପରିମାଣର ଡ୍ରଗସକୁ ନମକିନ୍ ପ୍ୟାକେଟ୍ ଭିତରେ ଲୁଚାଇ ରଖାଯାଇଥିଲା । ଗୁରୁବାର ରମେଶ ନଗର ଗୋଦାମରେ ପୋଲିସ ଚଢ଼ାଉ କରିବା ପରେ ଡ୍ରଗ୍ସ ଚୋରା ଚାଲାଣ ଧରା ପଡ଼ିଛି । ଚଟପଟା ମିକ୍ସର ପ୍ୟାକେଟ ଭିତରେ 208 କେଜି କୋକେନ ରଖାଯାଇଥିଲା ।

ଅଧିକ ପଢନ୍ତୁ : ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ 200 କେଜିରୁ ଅଧିକ କେକେନ ଜବତ କରିବା ସହ ହାପୁର ଜିଲ୍ଲାର ଅକଲାକ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାଥମିକ ଅନୁସନ୍ଧାନରୁ  ଡ୍ରଗ୍ସ ଜଣେ ବ୍ରିଟିସ ନାଗରିକ ଏଠାରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଅଭିଯୁକ୍ତ ଅକଲାକକୁ ପଚରାଉଚରା ପରେ ବ୍ରିଟିସ ନାଗରିକଙ୍କ ଲିଙ୍କ ସାମ୍ନାକୁ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drugs worth two thousand crore rupees seized, one arrested | Argus News