Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ

Swayangprajna Mishra
Browse all articles by Swayangprajna Mishra
·1 year ago
ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ

ଅର୍ଗସ ବ୍ୟୁରୋ : ଗତକାଲି ଗିରଫ ହୋଇଥିଲେ ୧୦, ଆଉ ଆଜି ପୁଣି ଅଟକ ହେଲେ ୮ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୮ ଜଣ ଅଟକ ଅଛନ୍ତି ।  ଗିରଫ ୧୦ ଜଣଙ୍କୁ କରାଯାଇଥିଲା କୋର୍ଟ ଚାଲାଣ ।

ଅଧିକ ପଢନ୍ତୁ : ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା ଅଭିଯୋଗ

ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ।ସାମନାକୁ ଆସିଲା ବବିଙ୍କ ସହିତ ଆକ୍ରମଣକାରୀଙ୍କ ଫଟୋ।ଏପଟେ ଅର୍ଗସ୍ ଷ୍ଟୁଡିଓରେ ତାଙ୍କୁ ହତ୍ୟା କରିବାକୁ ବବି ପ୍ଲାନ କରିଥିବା କହିଲେ ହିମାଂଶୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored