Videos
|
Odisha

ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ ୪୮ ଘଣ୍ଟା ବୃଦ୍ଧି

Swayangprajna Mishra
Browse all articles by Swayangprajna Mishra
·1 year ago
ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ ୪୮ ଘଣ୍ଟା ବୃଦ୍ଧି

ଅର୍ଗସ ବ୍ୟୁରୋ : ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତା 2 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା ।

ଅଧିକ ପଢନ୍ତୁ : ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ହିଂସାକାଣ୍ଡ ମାମଲାରେ ଆଜି ଭଦ୍ରକରୁ 3 ଜଣ ଗିରଫ ହୋଇଛନ୍ତି । ସେହିପରି ଧାମନଗରରୁ 5 ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ଜିଲ୍ଲାରେ 22 ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ମୋବାଇଲ ଟ୍ରାକ୍‌ ସହ ଚଢ଼ଉ ଜାରି  ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Mobile internet ban extended by another 48 hours in Bhadrak district | Argus News