Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଦ୍ରକରେ ଆଉ ୪୮ ଘଣ୍ଟା ବଢିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା

Odisha

ଭଦ୍ରକରେ ଆଉ ୪୮ ଘଣ୍ଟା ବଢିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା

Rashmita Mishra
Browse all articles by Rashmita Mishra
·1 year ago
ଭଦ୍ରକରେ ଆଉ ୪୮ ଘଣ୍ଟା ବଢିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା

ଭଦ୍ରକ: ଇଣ୍ଟରନେଟ୍ କଟକଣା 48 ଘଣ୍ଟା ବୃଦ୍ଧି ।ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କଟକଣା ବଢ଼ିଥିବା ନେଇ ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ।ଲିଜ୍ ଲାଇନ୍ ନେଇଥିବା ଉପଭୋକ୍ତା ମଧ୍ୟରାତ୍ରିରୁ ସେବା ପାଇପାରିବେ । ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ଧାରା 163 ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର । ହିଂସା ଘଟଣାରେ ଏବେସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସହ 15 ଜଣ ବନ୍ଧାହେଲେଣି ।ଭଦ୍ରକ ପୁରୁଣା ବଜାରରୁ 8 ଓ ଧାମନଗରରୁ 7 ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internet service extended for another 48 hours in Bhadrak | Argus News