Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାରର ଯାଞ୍ଚ୍‌-ନିରୀକ୍ଷଣ ଶେଷ

Manini Pattanayak
Browse all articles by Manini Pattanayak
·1 year ago·1 min read
ରତ୍ନଭଣ୍ଡାରର ଯାଞ୍ଚ୍‌-ନିରୀକ୍ଷଣ ଶେଷ

ପୁରୀ:  ନିରୀକ୍ଷଣ ଓ ଯାଞ୍ଚ ଶେଷ। ଏଏସଆଇ ଅତରିକ୍ତ ଡିଜି ସାମିଲ। ଲେଜର ସ୍କାନିଂ ହୋଇଛି। ତିନିଘଣ୍ଟା ଧରି ପରୀକ୍ଷଣ ଚାଲିଥିଲା। ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ କରିଛନ୍ତି। ଫିଜିକାଲ୍ ଯାଞ୍ଚ ହୋଇଛି। କାନ୍ଥ ଓ ଚଟାଣ ଦେଖାହୋଇଛି। ଆହୁରି ରାଡାର ସର୍ଭେ ଆବଶ୍ୟକ। ଆଉଥରେ ସର୍ବେକ୍ଷଣ କରିବେ। ସର୍ବେକ୍ଷଣ ପରେ ରିପୋର୍ଟ ଦେବେ। ଏକ୍ସପୋର୍ଟ ମାନଙ୍କ ମତାମତ ନିଆଯିବ। 17-ଜଣିଆ ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିଥିଲେ।

NGRI ଟିମ୍ ସଦସ୍ୟ ଅରୁଣ ପାଣ୍ଡୃଙ୍କ ପ୍ରତିକ୍ରିୟା । ସମସ୍ତ ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି। NGRI ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ତଦାରଖ କମିଟି ଅଧକ୍ଷ ଜଷ୍ଟିସ ରଥଙ୍କ ପ୍ରତିକ୍ରିୟା। ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହେବ। ଜିପିଆର ସର୍ଭେ ମେସିନ୍ ଖୁବଶୀଘ୍ର ଆସିଡ଼। ଟିମ୍ କୁ ଅନୁରୋଧ କରିଛୁ 25 ତାରିଖ ଭିତରେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହେବ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The inspection of the Ratnabhandar is over | Argus News