ଅଲଗା ହୋଇପାରେ +2 ଓ +3 କଲେଜ
·1 year ago

ଅର୍ଗସ ବ୍ୟୁରୋ: ଅଲଗା ହୋଇପାରେ +2 ଓ +3 କଲେଜ ! ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜଙ୍କ ସୂଚନା । ଗୋଟିଏ ଜାଗାରେ ଦୁଇଟି କଲେଜ ଥିବାରୁ ଅସୁବିଧା' ହେଉଛି। ଯାହା ଦ୍ୱାରା +3 କଲେଜକୁ ମିଳୁଛି କମ ମାନ୍ୟତା' । ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ସହଯୋଗରେ କାର୍ଯ୍ୟ କରିବ ବିଭାଗ ବୋଲି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ। କେବେଠୁ ହେବ ସେନେଇ କୌଣସି ସୂଚନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: