Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନ  ସନ୍ୟାସ  ନେଇ ହିମାଳୟ ପଳାନ୍ତୁ : ମାନସ ବସ୍ତିଆ

Manini Pattanayak
Browse all articles by Manini Pattanayak
·2 years ago
ପାଣ୍ଡିଆନ  ସନ୍ୟାସ  ନେଇ ହିମାଳୟ ପଳାନ୍ତୁ : ମାନସ ବସ୍ତିଆ

ଭୁବନେଶ୍ୱର:  ଓଡ଼ିଶାରେ ଗଡ ଭାଙ୍ଗୁଛି ବିଜେଡିର। ଦୀର୍ଘ ୨୫ ବର୍ଷ ଧରି ଏକ ଛତ୍ରବାଦ ଭାବେ ଶାସନ କରୁଥିବା ବିଜେଡି ହେବାକୁ ଯାଉଛି ମୂଳପୋଛ।  ତେବେ ଆଜି ବିଜେଡିର ଏ ଦୁର୍ଦ୍ଦଶା କେବଳ ଭିକେ ପାର୍ଡିଆନଙ୍କ ପାଇଁ।

ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିବାକୁ ଯାଉଛି ବୋଲି କହିଛନ୍ତି  ବିଜେଡିର ବରିଷ୍ଠ ନେତେ ମାନସ ବସ୍ତିଆ।  ପାଣ୍ଡିଆନ କହିଥିଲେ  ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି।  ବସ୍ତିଆ କହିଛନ୍ତି ପାଣ୍ଡିଆନ  ସନ୍ୟାସ  ନେଇ ହିମାଳୟ ପଳାନ୍ତୁ  କହିଲେ।  ତେବେ ଆସନ୍ନ ପରାଜୟ ପରେ ବିଜେଡି ଭିତରୁ  ଉଠିଲା ପାଣ୍ତିଆନ ବିରୋଧି ସ୍ୱର।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"BJD is going to lose for Pandian," said Manas Bastia, senior leader of BJD | Argus News