Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜାପୁରରେ ଏନକାଉଣ୍ଟର, ଦୁଇ ମହିଳା ମାଓବାଦୀ ନିହତ

Banajyotshna Ray
Browse all articles by Banajyotshna Ray
·1 year ago
ବିଜାପୁରରେ ଏନକାଉଣ୍ଟର, ଦୁଇ ମହିଳା ମାଓବାଦୀ ନିହତ


ଅର୍ଗସ ବ୍ୟୁରୋ:  ବିଜାପୁରରେ ପୁଣି ଏନକାଉଣ୍ଟର । ଆଜି ସକାଳେ ବଡ଼ ଧରଣର ଏନକାଉଣ୍ଟର । ଛତିଶଗଡ଼ର କୋବ୍ରା ବାହିନୀଙ୍କ 210 ନମ୍ବର ପ୍ଲାଟୁନ ଓ CRPFର 168 ବାଟାଲିୟନଙ୍କ ସମେତ DRG ଯବାନଙ୍କ ମିଳିତ ଅପରେସନ ସମୟରେ ଗୁଳିବିନିମୟ । ଏନକାଉଣ୍ଟରରେ 1 ଲକ୍ଷ ଇନାମୀ ନକ୍ସଲ ସହ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ । ଏହି ତିନି ମାଓବାଦୀ ଗତ 5 ଡିସେମ୍ବରରେ ତିମାପୁର ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରିଥିଲେ। ଏନକାଉଣ୍ଟର ପରେ ଘଟଣାସ୍ଥଳରେ ସର୍ଚ୍ଚ ପରେ ଗୋଟିଏ ୧୨ ବୋର ବନ୍ଧୁକ, ଗୋଟିଏ ଦେଶୀ ବନ୍ଧୁକ, କାର୍ଡ଼େକ୍ସ ୱାରୀ, 5 କେଜି ଓଜନର ଟିଫିନ ବୋମା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Encounter in Bijapur, two female Maoists killed | Argus News