ଆର୍ଟ ଅଫ୍ ଲିଭିଙ୍ଗ୍ର ଦଶମ ଅନ୍ତର୍ଜାତୀୟ ମହିଳା ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

Key Points
ବେଙ୍ଗାଲୁରୁ: ଆର୍ଟ ଅଫ୍ ଲିଭିଙ୍ଗ୍ର ଆନ୍ତର୍ଜାତୀୟ ମହିଳା ସମ୍ମିଳନୀର ଦଶମ ସଂସ୍କରଣକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 50ଟି ଦେଶରୁ 500ରୁ ଅଧିକ ପ୍ରତିନିଧି । ରାଷ୍ଟ୍ରପତି ନିଜ ସମ୍ବୋଧନରେ ଏହା କହିଛନ୍ତି ଯେ ପ୍ରତ୍ୟେକ ମହିଳା ନିଜ ଭିତରେ ଥିବା ପ୍ରତିଭା, ଗୁଣ, ଆଧ୍ୟାତ୍ମିକ ଶକ୍ତିକୁ ଜାଣନ୍ତୁ । ଏହାକୁ ବ୍ୟବହାର କରି ସମାଜ ଉପରେ ଏକ ସକରାତ୍ମକ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ପକାନ୍ତୁ । ଯାହା ଅନ୍ୟ ମହିଳାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ।