Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Odisha

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Swayangprajna Mishra
Browse all articles by Swayangprajna Mishra
·2 years ago
୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଭଦ୍ରକ : ଗଞ୍ଜେଇ ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ମନମୁଣ୍ଡା ଥାନା ପୁଲିସ  ଶୁଣ୍ଢିପଦର ପଞ୍ଚାୟତ ଚିଚେଙ୍ଗ ଗାଁରେ ଚଢ଼ଉ କରି ୨ଟି ଜରିବସ୍ତାରେ ଥିବା ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି | ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସେଠାରୁ ୨ଜଣ ମାଫିଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ ଚିଚେଙ୍ଗ ଗ୍ରାମର ରଘୁନାଥ ମହାକୁଡ଼ ଓ ପଶ୍ଚିମବଙ୍ଗ ମଣ୍ଡଳ ବୋଲି ରାଜ୍ୟ ବାମନାବାଦ ଗାଁର ରଞ୍ଜିତ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅଧିକ ପଢନ୍ତୁ : କୋଟିପତି ହେବାକୁ ବାପା-ପୁଅ ବିକୁଥିଲେ ଗଞ୍ଜେଇ

ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ନଂ ୧୧୬/୨୪ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ମନମୁଣ୍ଡା ଥାନା ଅଧିକାରୀ ରାମକୁମାର ମୁର୍ମୁ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1 quintal of marijuana seized, 2 arrested | Argus News