Videos
|
Odisha

କାର୍ଯ୍ୟରେ ଲାଗୁନାହିଁ ୧୦ କୋଟି ଟଙ୍କାର ବ୍ରିଜ୍

Banajyotshna Ray
Browse all articles by Banajyotshna Ray
·1 year ago
କାର୍ଯ୍ୟରେ ଲାଗୁନାହିଁ ୧୦ କୋଟି ଟଙ୍କାର ବ୍ରିଜ୍

ଅର୍ଗସ ବ୍ୟୁରୋ:  ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ଷେଣ୍ଡପୁର ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟି ନଦୀ ଉପରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ୨୦୧୮ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଏହି କାର୍ଯ୍ୟ ୨୦୨୧ ରେ ସରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ବ୍ରିଜ୍ ଉଭୟ ଆପ୍ରୋଚ ରାସ୍ତା ପାଇଁ ବ୍ରିଜ୍ ଟି ଯାତାୟତ ସୁବିଧା ହୋଇ ପାରୁନାହିଁ। ସେପଟେ ଏନେଇ ସ୍ଥାନୀୟ ବାସିନ୍ଦା ବିଜେଡି ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ସେପଟେ ଏନେଇ ଆମ ପ୍ରତିନିଧି ସ୍ଥାନୀୟ ବାସିନ୍ଦା ସହ ଆଲୋଚନା କରିଛନ୍ତି କ'ଣ କହୁଛନ୍ତି ଶୁଣନ୍ତୁ ସ୍ଥାନୀୟ ବାସିନ୍ଦା। ବିଜେଡି ସରକାର ବେଳେ ସରକାରୀ ଯନ୍ତ୍ରୀଙ୍କ ତରବାରୀ ନିଷ୍ପତି ପାଇଁ କାର୍ଯ୍ୟରେ ଲାଗୁନାହିଁ ୧୦ କୋଟି ଟଙ୍କା ର ବ୍ରିଜ୍। ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10 crore bridge is not working | Argus News