ଗଛକୁ ପିଟିଲା ବସ୍, 10 ଆହତ
·2 years ago

ବ୍ରହ୍ମପୁର: ଗଛରେ ପିଟିହେଲା ଯାତ୍ରୀବାହି ବସ୍ । ବେଲଗୁଣ୍ଠାରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ନୂଆଗାଁ ପୋଲ ଉପରେ ଖସିଲା ବସ୍ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା 10 ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ରହିଛି ।
ବ୍ରିଜ୍ରୁ ତଳକୁ ଖସିବା ବେଳେ ଗଛରେ ପିଟି ହେଲା ବସ୍ । ବସ୍ରେ ଥିବା 10 ଯାତ୍ରୀଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: