Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ, ୧୦  ଯବାନ ଗୁରୁତର 

Odisha

ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ, ୧୦  ଯବାନ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago
ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ, ୧୦  ଯବାନ ଗୁରୁତର 

ଜଗଦଲପୁର : ଦାନ୍ତେୱାଡା ଜାତୀୟ ରାଜପଥ-63 ରେ ସଡ଼କ ଦୁର୍ଘଟଣା। ଏଥିରେ 10 ଜଣ CRPF ଯବାନ ଗୁରୁତର ଆହତ ହୋଇଥିବାବେଳେ ସେଥିରେ 3 ଜଣ ଯବାନଙ୍କ ଅବସ୍ଥା ଅତି ଗୁରୁତର ଥିବା ସୂଚନା। ଆହତ ଯବାନଙ୍କ ଚିକିତ୍ସା ଟୋକାପାଲ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇ ପରେ  ଉନ୍ନତ ଚିକିତ୍ସା ପାଇଁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି।

ସୁଚନାନୁଯାଇ ଦାନ୍ତେୱାଡା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଫରାସପାଲରେ ନିର୍ବାଚନ ଡ୍ୟୁଟି କରିବା ପରେ ସମସ୍ତ CRPF ଯବାନ   ଜଗଦଲପୁରକୁ ଫେରୁଥିଲେ।  ତେବେ ଫେରିବା ସମୟରେ ଘଟିଥିଲା ଦୁର୍ଘଟଣା। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 Javanese are seriously injured in accident in dantewada | Argus News