Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରୁ ନାହିଁ ନିସ୍ତାର .. 

Manini Pattanayak
Browse all articles by Manini Pattanayak
·2 years ago
ତାତିରୁ ନାହିଁ ନିସ୍ତାର .. 

ଭୁବନେଶ୍ୱର:  ତାତିରୁ ନାହିଁ ନିସ୍ତାର । ସାଢ଼େ ୧୧ ସୁଦ୍ଧା ୪୪ ଟପିଲା ତାପମାତ୍ରା । ୪୪.୧ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବର ୪୩.୬ ଡିଗ୍ରୀ, ଝାରସୁଗୁଡ଼ା ୪୨.୫ ଡିଗ୍ରୀ, କେନ୍ଦୁଝର ୪୧.୪ ଡିଗ୍ରୀ, ଚାନ୍ଦବାଲି ୪୧.୨ ଡିଗ୍ରୀ, ରାଉରକେଲା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଜି ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି । ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha's Balasore recorded highest temperature at 11.30 am with 44.1 degree Celsius leading to issuance of red warning. | Argus News