Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି

Banajyotshna Ray
Browse all articles by Banajyotshna Ray
·2 years ago
ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି

ଅର୍ଗସ ବ୍ୟୁରୋ:  ପୁଣି ଟିଟିଲାଗଡରୁ ଜବତ ହୋଇଛି ୧୧ କୋଟି। ଟଙ୍କା ଗଣତି ନେଇ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଡିଜିଏମ୍‌ ମନମୋହନ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ବଲାଙ୍ଗିରରେ ଆୟକର ବିଭାଗ ଜବତ କରିଥିବା ଟଙ୍କାକୁ ଗଣତି କରୁଛନ୍ତି ଷ୍ଟେଟବ୍ୟାଙ୍କ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ଘଟଣା। ଏହାସହ ବଲାଙ୍ଗିରରେ ୫୦କୋଟି ଗଣତି ସରିଛି। ଜବତ ଟଙ୍କାରେ କିଛି ଡୁପ୍ଲିକେଟ୍‌ ନୋଟ୍‌ ଏବେ ଯାଏଁ ବାହାରିନାହିଁ। ରବିବାର ଦିନ ଟଙ୍କା ଗଣତି ଶେଷ ହେବ। ବଲାଙ୍ଗୀରରେ ହାଇଦ୍ରାବାଦରୁ ଆସିଛନ୍ତି ଆନାଲିସସ୍‌ ଟିମ୍‌। ଜବତ ଟଙ୍କାକୁ ନେଇ ବଲାଙ୍ଗିରରେ ଖୋଳତାଡ କରିବ ଟିମ। ଆନାଲିସସ ୪ରୁ ୫ ଜଣ ରହିଥିବା ସୂଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11 crore cash found at SBI Titlagarh | Argus News