Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 27 ବର୍ଷ ପରେ 11 ଭୂମି ହୀନ ପରିବାରକୁ ମିଳିଲା ଜାଗା

Odisha

27 ବର୍ଷ ପରେ 11 ଭୂମି ହୀନ ପରିବାରକୁ ମିଳିଲା ଜାଗା

Manini Pattanayak
Browse all articles by Manini Pattanayak
·1 year ago·1 min read
27 ବର୍ଷ ପରେ 11 ଭୂମି ହୀନ ପରିବାରକୁ ମିଳିଲା ଜାଗା

ନୂଆପଡା:  ଶୁଣିଲେନି ପୂର୍ବ ସରକାର, ନୂଆ ସରକାର ରେ ହେଲା ସମାଧାନ l ପଟ୍ଟା ପାଇବାର 27 ବର୍ଷ ପରେ 11 ଭୂମି ହୀନ ପରିବାର କୁ ମିଳିଲା ଜାଗା l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ପଞ୍ଚାୟତ ନରସିଂହପୁର ଗାଁର 11 ଭୂମିହୀନ ପରିବାର କୁ 27 ବର୍ଷ ତଳେ ପଟ୍ଟା ମିଳିଥିଲା ହେଲେ ଜାଗା ଚି଼ହ୍ନଟ ହୋଇନ ଥିଲା l

ଜାଗା ପାଇଁ ଏ ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ବର୍ଷ ପରେ ବର୍ଷ ବିତିଲା ହେଲେ କିଛି ସୁଫଳ ହେଳା ନାହିଁ l ଏ ନେଇ  ଅଭିଯୋଗ ପରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ରାଜସ୍ବ ବିଭାଗ କୁ ଦୃଷ୍ଟି ଆକର୍ଷଣ ପରେ ଏବେ 11 ଭୂମି ହୀନ ପାରିବାର କୁ ପଟ୍ଟା ମିଳିଛି l ଏ ନେଇ ରାଜ୍ୟ ସରକାର ଏବଂ ଖଡ଼ିଆଳ ବିଧାୟକ କୁ ପ୍ରଶଂସା କରିଛନ୍ତି ଜାଗା ପାଇଥିବା ପରିବାର l 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11 landless families get space after 27 years | Argus News