Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago
୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ

ଅର୍ଗସ ବ୍ୟୁରୋ :  ୧୧ ସହରରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହେଲା । ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ସିଜିନର ସର୍ବୋଚ୍ଚ ଦିନ ତାପମାତ୍ରା 42 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ ୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ : ଆଜି ବି କଲବଲ କରିବ ତାତି

ସେହିଭଳି ମାଲକାନଗିରିରେ ୪୧.୬ ଡ଼ିଗ୍ରୀ, ଟିଟିଲାଗଡରେ  ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ  ଓ ଭବାନୀପାଟଣାରେ ତାପମାତ୍ରା ଥିଲା ୪୧ ଡିଗ୍ରୀ । ଭବାନୀପାଟଣା: ୪୧ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ,  ସମ୍ବଲପୁର ୪୦.୪ ଡ଼ିଗ୍ରୀ, ତାଳଚେର: ୪୦.୪ ଡ଼ିଗ୍ରୀ ରହିଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11th city recorded 40 degrees Celsius temprature | Argus News