|
logo
Live

Argus News - କଟ୍‌ନୀ ଛଟ୍‌ନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ବନ୍ଦ ଡାକରା

Odisha

କଟ୍‌ନୀ ଛଟ୍‌ନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ବନ୍ଦ ଡାକରା

Banajyotshna Ray
Browse all articles by Banajyotshna Ray
·2 years ago
କଟ୍‌ନୀ ଛଟ୍‌ନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ବନ୍ଦ ଡାକରା

ଅର୍ଗସ ବ୍ୟୁରୋ:  ଟିଟିଲାଗଡ଼ ଆଜି 12 ଘଣ୍ଟିଆ ବନ୍ଦ ଡାକରା। ଗୁଡ଼ଭେଳା ବ୍ଲକ ନୁଆଁପଡା ପେକ୍ସ ରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ତୁଷୁରା ଓ ଗୁଡ଼ଭେଳା ବ୍ଲକ 12 ଘଣ୍ଟିଆ ବନ୍ଦ ରହିବ । ସକାଳ 6 ରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା। ତୁଷୁରା ୟୁଥ ଏକ୍ସନ କମିଟି ଓ ଚାଷୀ ସଂଗଠନ ପକ୍ଷରୁ ବନ୍ଦ ଡାକରା। ଦୋକାନ, ବଜାର,ସ୍କୁଲ, କଲେଜ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କଟ୍‌ନୀ ଛଟ୍‌ନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ବନ୍ଦ ଡାକରା | Argus News