Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଲଟିଲା ବସ୍‌, ୧୨ ଆହତ

Odisha

ଓଲଟିଲା ବସ୍‌, ୧୨ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଓଲଟିଲା ବସ୍‌, ୧୨ ଆହତ

ଅର୍ଗସ ବ୍ୟୁରୋ: ଓଲଟିଲା ବସ୍‌। ୧୨ରୁ ଅଧିକ ଆହତ ହୋଇଥିବା ସୂଚନା। ଦିଗପହଣ୍ଡି ତତ୍ପପାଣି ଘାଟିଲେ ଓଲଟିଲା ବସ୍‌। ବସ୍‌ ଓଲଟିବାରୁ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା। ୧୨ ଆହତଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବସ୍‌ ଭିତରୁ ଯାତ୍ରୀଙ୍କୁ କରାଯାଉଛି ଉଦ୍ଧାର। ଘଟଣା ସ୍ଥଳରେ ପାଟପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୁରୀ ଅଭିମୁଖେ ଆସୁଥିଲା ଭୁବନେଶ୍ୱରୀ ବସ୍‌।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 injured in accident | Argus News