ରିପବ୍ଲିକ ଡେ ପ୍ୟାରେଡରେ ଯୋଗ ଦେବେ ଓଡିଶାରୁ 122 ଏନସିସି କ୍ୟାଡେଡ୍
·2 years ago

ଭୁବନେଶ୍ୱର: ରିପବ୍ଲିକ ଡେ ପ୍ୟାରେଡରେ ଯୋଗଦେବେ ଓଡିଶାରୁ 122 ଜଣ ଏନସିସି କ୍ୟାଡେଡ୍ । ଏଥିପାଇଁ ଭୁବନେଶ୍ବର ସିଆରପିଏଫ କ୍ୟାମ୍ପରେ ଚାଲିଛି ପ୍ରଶିକ୍ଷଣ । ରାଜ୍ୟରେ ଥିବା 75 ହଜାର ଏନସିସି କ୍ୟାଡେଡ୍ ମଧ୍ୟରୁ 122 ଜଣଙ୍କୁ ବିଭିନ୍ନ ପର୍ଯ୍ୟାୟ ପରେ ଚୟନ କରାଯାଇଛି ।
ଚଳିତ ବର୍ଷ ବିଭିନ୍ନ ରାଜ୍ୟରୁ ଏହି ଏନସିସି କ୍ୟାଡେଡ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଏମାନେ ମାର୍ଚ୍ଚ ଫାଷ୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଅଧିକୁ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: