Videos
|
Odisha

ରାଜ୍ୟରେ ଖାଲି ପଡ଼ିଛି ୧୩, ୩୭୩ ପୋଲିସ ପଦବୀ

Ritu Das
Browse all articles by Ritu Das
·1 year ago
ରାଜ୍ୟରେ ଖାଲି ପଡ଼ିଛି ୧୩, ୩୭୩ ପୋଲିସ ପଦବୀ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଖାଲି ପଡ଼ିଛି ୧୩ ହଜାର ୩୭୩ ପୋଲିସ ପଦବୀ। ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ପଡିଛି ଖାଲି। ୨୪୧୬ ହୋମଗାର୍ଡ ପଦବୀ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର। 

ଜେଲ ଗୁଡିକରେ ବି ୮୬୨ ପଦବୀ ଖାଲି ପଡ଼ିଛି। ଖାଲି ଥିବା ପଦବୀ ଗୁଡିକୁ ନୂତନ ଚୟନ ଓ ପଦୋନ୍ନତି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
13, 373 police | Argus News