Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

12 ରୁ ଅଧିକ ମୁଣ୍ଡ ନେଲାଣି ହଇଜା

Manini Pattanayak
Browse all articles by Manini Pattanayak
·2 years ago·1 min read
12 ରୁ ଅଧିକ ମୁଣ୍ଡ ନେଲାଣି ହଇଜା

 ସୁନ୍ଦରଗଡ:  ରାଉରକେଲାରେ ଅଣାୟତ୍ତ ହଇଜା । ପ୍ରାୟ 1400ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ 12 ରୁ ଅଧିକ ମୁଣ୍ଡ ନେଲାଣି ହଇଜା। ସେପଟେ ପାଣି ମଧ୍ୟ ସମ୍ପୂର୍ଣ ଠିକ୍ ଆସୁ ନଥିବା ବେଳେ ଭୟ ର ବାତା ବରଣ ଶୃଷ୍ଟି ହେଇଛି। ସରକାର ଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ ଫେଲ ମାରିଛି।

ରାଉଲକେଲା ଭଳି ସ୍ମାର୍ଟ ସିଟିର ଯଦି ହଇଯା ହେଉଛି ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଥିବ ତାହା ଜଣା ପଡ଼ୁଛି । ସେପେଟେ ରାଉରକେଲା ରେ ରାଜ୍ୟ ସରକାର ଙ୍କ ବଡ଼ ବଡ଼  ହୋଡ଼ିଂ ଲାଗିଥିବା ଡ୍ରିଙ୍କ ଫ୍ରମ୍ ଟ୍ୟାପ ରେ କଳା ବୋଲା ଯାଇ ଥିବା ଜଣା ପଡ଼ିଛି। ରାଉରକେଲା ଶକ୍ତି ନଗର ଅଞ୍ଚଳରେ ଯୋଉ ହୁଡ଼ିଂ ରେ କଳା ବୋଳା ଯାଇଥିଲା। ୱାଟକୋ ସଙ୍ଗେ ସଙ୍ଗେ ଧୋଇ ଥିବା ଜଣା ପଡିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
13 feared dead due to cholera in Rourkela | Argus News