Videos
|
Odisha

ରାଜ୍ୟ ବାହାରକୁ ଚାଲାଣ ବେଳେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର 

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟ ବାହାରକୁ ଚାଲାଣ ବେଳେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର 

ବଲାଙ୍ଗିର: ରାଜ୍ୟରେ ସରୁନି ଦାଦନ ଦୁଃଖ । ରାଜ୍ୟ ବାହାରକୁ ଚାଲାଣ ବେଳେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଲାଙ୍ଗିର ଖପ୍ରାଖୋଲ ପୋଲିସ ।

ଶ୍ରମିକଙ୍କ ମଧ୍ୟରେ ୩ ଜଣ ପୁରୁଷ , ୩ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ରହିଛନ୍ତି । ଘଟଣାରେ ଦାଦନ ସର୍ଦ୍ଦାର ଓ ଗାଡ଼ି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଶ୍ରମିକମାନଙ୍କୁ ପୋଲିସ ନିଜ ଗାଁକୁ ପଠାଇଥିବା ବେଳେ ସେମାନଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ଜଣାପଡ଼ିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
13 laborers were rescued while on their way out of the state | Argus News