Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉମରକୋଟରେ ବଜ୍ରପାତରେ 13 ମହିଳା ଆହାତ, 3 ଗୁରୁତର

Smruti Parija
Browse all articles by Smruti Parija
·1 year ago
ଉମରକୋଟରେ ବଜ୍ରପାତରେ 13 ମହିଳା ଆହାତ, 3 ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ପଞ୍ଚାୟତର ନନ୍ଦପୁରା ଗ୍ରାମରେ ସନ୍ଧ୍ୟା ସମୟରେ ବଜ୍ରାଘାତ ହେବାରୁ  ରୁ 13 ମହିଳା ଆହତ ହୋଇଛନ୍ତି । ଧାନ ବିଲରେ ପ୍ରାୟ ୧୫ ଜଣ ମହିଳା ଧାନ ରୁଆ କରିବା ସମୟରେ ହଠାତ୍  ବଜ୍ରାଘାତ ହୋଇଥିଲା । ଫଳରେ ମୋଟ ୧୩ ଜଣ ମହିଳା ଆହତ ହୋଇଥିଲେ । 


ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଆସି ଗ୍ରାମରେ ଖବର ଦେବା ପରେ ଗ୍ରାମବାସୀ ଯାଇ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଆହତ ୧୩ ଜଣଙ୍କ ମଧ୍ୟ ରୁ ୧୦ ଜଣଙ୍କ ଅବସ୍ଥା ସାମାନ୍ୟ ଠିକ୍ ରହିଥିବା ବେଳେ ୩ ଜଣ ଗୁରୁତର ଙ୍କୁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ମାନେ ବର୍ତ୍ତମାନ୍ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
13 women injured in lightning strike in Umerkot, 3 critically | Argus News