Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୟାଗଡ଼ରେ ବଜ୍ରପାତରେ 14 ଗୋରୁ ମୃତ 

Odisha

ନୟାଗଡ଼ରେ ବଜ୍ରପାତରେ 14 ଗୋରୁ ମୃତ 

Smruti Parija
Browse all articles by Smruti Parija
·1 year ago
ନୟାଗଡ଼ରେ ବଜ୍ରପାତରେ 14 ଗୋରୁ ମୃତ 

ନୟାଗଡ: ନୟାଗଡ଼ରେ ବଜ୍ରପାତରେ 14 ଗୋରୁ ମୃତ । ଆଜି ଅପରାହ୍ନ ତିନିଟା ସମୟରେ ନୟାଗଡ ଜିଲ୍ଲା ପାଣିପୋଇଲା ନିକଟରେ ଥିବା ସୁଗାର ଫ୍ୟାକ୍ଟ୍ରି ସାମ୍ନାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଈମାନେ ଚରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି  । ଏଥିରେ ଶରତ ଭୋଳ ନାମକ ଜଣେ ବ୍ୟକ୍ତିଙ୍କର 4 ଗୋଟି,  କାଳନ୍ଦୀ ନାୟକଙ୍କର ଗୋଟିଏ,ବୈକୁଣ୍ଠ ଭୋଳଙ୍କର ଗୋଟିଏ, ପଞ୍ଚାନନ ବିଶ୍ୱାଳଙ୍କର 2 ଗୋଟି  ଓ ସରୋଜ କୁଣ୍ଡଙ୍କର ଗୋଟିଏ ଗାଈ ମରିଥିବା ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14-cow-killed-in-lightening-at-nayagarh | Argus News