Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖୋଲିଲା ହୀରାକୁଦର ୧୪ ଗେଟ: ଅପରାହ୍ନ ସୁଦ୍ଧା ଖୋଲିବ ମୋଟ ୨୦ଟି ଗେଟ୍

Odisha

ଖୋଲିଲା ହୀରାକୁଦର ୧୪ ଗେଟ: ଅପରାହ୍ନ ସୁଦ୍ଧା ଖୋଲିବ ମୋଟ ୨୦ଟି ଗେଟ୍

Ritu Das
Browse all articles by Ritu Das
·1 year ago
ଖୋଲିଲା ହୀରାକୁଦର ୧୪ ଗେଟ: ଅପରାହ୍ନ ସୁଦ୍ଧା ଖୋଲିବ ମୋଟ ୨୦ଟି ଗେଟ୍

ଅର୍ଗସ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପ୍ରଥମେ ୭ଟି ଗେଟ୍ ଖୋଲାଯାଇଥିବାବେଳେ ୧୨ଟା ସମୟରେ ଆଉ ୭ଟି ଗେଟ୍ ଖୋଲାଯାଇଛି। ବାମ ପାଶ୍ୱର୍ରେ ୧୦ଟି ଓ ଡାହାଣ ପାଶ୍ୱର୍ରେ ୪ଟି ଗେଟ୍ ଖୋଲା ହୋଇଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ୨୦ଟି ଗେଟ୍ ଖୋଲାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଡ୍ୟାମର ଗେଟ୍ ଖୋଲା ହେବା ଯୋଗୁଁ ତଳିଆ ତଥା ନଦୀ କୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
14 gates of | Argus News