Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଗର ଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

Smruti Parija
Browse all articles by Smruti Parija
·2 years ago
ଜାଗର ଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ପୁରୀ: ଅସ୍ତରଙ୍ଗ ବ୍ଲକ ମଧୁପୁର ଶୈବ ମନ୍ଦିର ବାବା ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ । ନୂଆଗଡ଼ ସାମୁଦ୍ରିକ ଥାନା ମଧୁପୁର ଗାଁରେ ଜାଗର ଯାତ୍ରା ପାଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି 144 ଜାରି କରିଛି ପ୍ରଶାସନ । ମନ୍ଦିରରେ 1 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଘଟଣକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅସ୍ତରଙ୍ଗ ପୋଲିସ । ଗତବର୍ଷଠାରୁ ସ୍ଥାନୀୟ ମନ୍ଦିରରେ ଅଷ୍ଟପ୍ରହରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଅସ୍ତରଙ୍ଗ ପୋଲିସ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
144-imposed-in-astaranga-akhandalamani-temple | Argus News