Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଲାଗିଲା 144 ଧାରା

Smruti Parija
Browse all articles by Smruti Parija
·2 years ago
ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଲାଗିଲା 144 ଧାରା

ସମ୍ବଲପୁର: ସମ୍ବଲପୁରରେ ଲାଗିଲା 144 ଧାରା । ନିର୍ବାଚନକୁ ଦୃଷ୍ଟିରେ ରଖି 144 ଧାରା ଲାଗୁ ହୋଇଛି ।  26 ତାରିଖ ସକାଳ 10 ଟା ଯାଏଁ ଲାଗୁ ହେବ । ଏନେଇ ସମ୍ବଲପୁର ପୋଲିସ ମୁଖ୍ୟ ସୂଚନା ଦେଇଛନ୍ତି । 

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ଦଳ ତରଫରୁ ଭରପୁର ପ୍ରୟାସ ହୋଇଛି । 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ ।  ଆସନ୍ତାକାଲି ମତଦାନ କରିବେ ଜନତା । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂର୍ବରୁ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 9 ଲୋକସଭା ଏବଂ 63 ବିଧାନସଭା ଆସନ ପାଇଁ ପଡ଼ିସାରିଛି ଭୋଟ୍ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
144-imposed-in-sambalpur-before-election | Argus News