ଓଲଟିଲା ମୋ ବସ୍, ୧୫ରୁ ଅଧିକ ଆହତ
·2 years ago

ଅର୍ଗସ ବ୍ୟୁରୋ: ନାଳକୁ ଖସିଲା ମୋ ବସ୍, 15ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ରାସ୍ତାକଡ଼ ନାଳକୁ ଖସିଲା ମୋ ବସ୍ । ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ଵରରୁ ଖୋର୍ଦ୍ଧା ଆସୁଥିବାବେଳେ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ କାହାର କିଛି କ୍ଷୟକ୍ଷତି ହୋଇଛି କି ନାହିଁ ସୂଚନା ନାହିଁ। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: