ମର୍ମନ୍ତୁଦ ଦୁର୍ଘଟଣା, ୧୫ ଆହତ
·2 years ago

ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥ ଯାତ୍ରୀ ବସ । ଦୁର୍ଘଟଣାରେ ୧୫ ଜଣ ଆହତ ଥିବା ସୂଚନ । ବରଗଡ଼ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗାଁରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଛି । ଛତିଶଗଡ଼ ବଲୋଦା ଅଞ୍ଚଳର ୫୫ ତୀର୍ଥ ଯାତ୍ରୀଙ୍କ ଶ୍ରୀ ନୃସିଂହନାଥଙ୍କ ମନ୍ଦିର ଦର୍ଶନ କରି ଫେରୁଥିଲେ । ଫେରିବା ବେଳେ ଭୋର ସମୟରେ ଦୁର୍ଘଟଣା ହୋଇଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସମସ୍ତଙ୍କର ଚିକିତ୍ସା କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: